ଏକ ପ୍ରଶ୍ନ ଦିଆଯାଇଛି, ଯାହା ପରେ ଦୁଇଟି କଥନ କ୍ରମ ରେ (I) ଏବଂ (II) ଦିଆଯାଇଛି । ଆପଣଙ୍କୁ ଏହା ନିର୍ଣ୍ଣୟ କରିବାକୁ ହେବ ଯେ ଦିଆଯାଇଥିବା ଡାଟା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ଅଟେ କିମ୍ବା ନୁହେଁ । ଉଭୟ କଥନ କୁ ପଢ ଏବଂ ଉଚିତ ଉତ୍ତର ବାଛ ।
ପ୍ରଶ୍ନ: ଆଠ ଜଣ ଲୋକ J, K, L, M, N, O, P, Q ଏକ ଗୋଲାକାର ବେଞ୍ଚ ର ଚାରି ପାଖ ରେ କେନ୍ଦ୍ର ଆଡକୁ ମୁହଁ କରି ବସିଛନ୍ତି । O ର ନିକଟତମ ଡାହାଣ ରେ କିଏ ଅଛି ?
କଥନ I: O, K ର ବିପରୀତ ରେ ବସିଛି କିନ୍ତୁ Q ଏବଂ M ର ନିକଟତମ ପଡ଼ୋଶୀ ନୁହେଁ । J, K ର ଠିକ ବାମ ଆଡକୁ ଅଛି ।
କଥନ II: Q, O ର ଡାହାଣ ରୁ ଦ୍ଵିତୀୟ ସ୍ଥାନ ରେ ଅଛି ଏବଂ L ର ବାମ ରୁ ତୃତୀୟ ସ୍ଥାନ ରେ ଅଛି । L, K ର ଠିକ ଡାହାଣ ପାଖ ରେ ଅଛି ।
1
କେବଳ କଥନ I ରେ ଦିଆଯାଇଥିବା ଡାଟା ହିଁ ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲାବେଳେ କେବଳ କଥନ II ରେ ଦିଆଯାଇଥିବା ଡାଟା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ନୁହେଁ
2
କେବଳ କଥନ I କିମ୍ବା କଥନ II ରେ ଦିଆଯାଇଥିବା ଡାଟା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ଅଟେ
3
କଥନ I ଏବଂ IIରେ ଦିଆଯାଇଥିବା ଡାଟା ଏକାଠି ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ
4
ଉଭୟ କଥନ (I) ଏବଂ (II)ରେ ଦିଆଯାଇଥିବା ଡାଟା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ନୁହେଁ