ନିମ୍ନଲିଖିତ ମଧ୍ୟରୁ କେଉଁ କାରକ ଭାରତ ର ଜଳବାୟୁ କୁ ନିର୍ଦ୍ଧାରିତ କରେ ?
1. ସମୁଦ୍ର ପତ୍ତନ ରୁ ଦୂରତା
2. ଭୂମିରୁପ ବିଜ୍ଞାନ
3. ଭୂମି ଏବନ ଜଳ ର ବଣ୍ଟନ
4. ପଶ୍ଚିମ ଘୂର୍ଣ୍ଣିବଳୟ ର ପ୍ରବାହ
ନିମ୍ନ ରେ ଦିଆଯାଇଥିବା କୋଡ ର ପ୍ରୟୋଗ କରି ସଠିକ ଉତ୍ତର ଚୟନ କର:
1
କେବଳ 1 ଏବଂ 2
2
କେବଳ 2 ଏବଂ 4
3
କେବଳ 1 ଏବଂ 3
4
କେବଳ 1, 2, 3 ଏବଂ 4