"ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ" ସମ୍ବନ୍ଧରେ ନିମ୍ନଲିଖିତ ବିବୃତିଉପରେ ବିଚାର କରନ୍ତୁ।
1. ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ତୃତୀୟ ସଂସ୍କରଣ ପାଇଁ ଏହି କ୍ରୀଡ଼ାର ମାସ୍କଟ ହେଉଛି ଜିତୁ ନାମକ ସ୍ୱାମ୍ପ ଡିୟର।
2. ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ତୃତୀୟ ସଂସ୍କରଣ ଉତ୍ତରପ୍ରଦେଶରେ ଆୟୋଜନ କରାଯାଇଛି।
ଉପରୋକ୍ତ ବିବୃତ୍ତି ମଧ୍ୟରୁ କେଉଁଟି ସଠିକ୍ ।
1
କେବଳ 1
2
କେବଳ 2
3
ଉଭୟ 1 ଏବଂ 2
4
1 କିମ୍ବା 2 ଠିକ ନୁହେଁ