ସମାନ ଗତିଜ ଶକ୍ତି ସହ ଗତି କରୁଥିବା ଏକ ଲୋରୀ ଏବନ ଏକ କାରକୁ ସମାନ ସରଂକ୍ଷଣ ବଳ ପ୍ରୟୋଗ କରି ବିଶ୍ରାମ ଅବସ୍ଥା କୁ ଅଣାଯାଏ । ତା ପରେ:
1
ଲୋରୀ ଅଳ୍ପ ଦୂର ରେ ବିଶ୍ରାମ ଅବସ୍ଥା କୁ ଆସିବ
2
କାର ଅଳ୍ପ ଦୂର ରେ ବିଶ୍ରାମ ଅବସ୍ଥା କୁ ଆସିବ
3
ଏକ ଛୋଟ ଦୂରତା ରେ ବିଶ୍ରାମ ଅବସ୍ଥା ରେ କିଏ ଆସିବ, ଏହା ଜାଣିବା ପାଇଁ ଲୋରୀ ଏବଂ କାର ର ବସ୍ତୁତ୍ଵ କୁ ଜାଣିବାକୁ ହେବ
4
ଉଭୟ ସମାନ ଦୂରତା ରେ ବିଶ୍ରାମ ଅବସ୍ଥା କୁ ଆସିବେ ।