ପାଞ୍ଚ ଜଣ ସାଙ୍ଗ ଅମନ, ବିରାଜ, ଚମନ, ସୌରଭ ଓ ରାଜେଶ କେନ୍ଦ୍ରକୁ ମୁହଁ କରି ଏକ ଗୋଲାକାର ଟେବୁଲ ଚାରିପାଖରେ ବସିଛନ୍ତି । ଅମନ ହେଉଛନ୍ତି ଚମନଙ୍କ ଡାହାଣ ପାର୍ଶ୍ୱରେ ଯିଏ ସୌରଭଙ୍କ ଡାହାଣ ପାର୍ଶ୍ଵ ଠାରୁ ଦ୍ବିତୀୟ, ବିରାଜ ଚମନଙ୍କ ବାମ ପାର୍ଶ୍ୱରେ ଅଛନ୍ତି । ଅମନଙ୍କ ଡାହାଣ ପାର୍ଶ୍ଵରୁ କିଏ ଦ୍ବିତୀୟରେ ଅଛନ୍ତି ?

1
ଚମନ 
2
ବିରାଜ 
3
ସୌରଭ 
4
ରାଜେଶ 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation