ବାର୍ଷିକ 3% ହାରରେ 2 ବର୍ଷରେ ଏକ ନିର୍ଦ୍ଦିଷ୍ଟ ଅର୍ଥ ଉପରେ ସରଳ ସୁଧ ଏବଂ ଚକ୍ରବୃଦ୍ଧି ସୁଧର ଅନ୍ତର ହେଉଛି 90 ପଇସା । ତେବେ ମୂଳଧନ କେତେ ନିର୍ଣ୍ଣୟ କର 

1
9000 ଟଙ୍କା 
2
5000 ଟଙ୍କା 
3
3000 ଟଙ୍କା 
4
1000 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation