ଛଅ ଜଣ ବାଳିକା D, K, M, P, R ଏବଂ S ଏକ ବୃତ୍ତାକାର ଟେବୁଲ ରେ କେନ୍ଦ୍ର ଆଡକୁ ମୁହଁ କରି ବସିଛନ୍ତି । S, R ର ବାମ ରୁ ତୃତୀୟ ରେ ବସିଛି । P, R ର ତୁରନ୍ତ ଡାହାଣ ଏବଂ D ର ତୁରନ୍ତ ବାମ ରେ ବସିଛି । M , R ର ତୁରନ୍ତ ବାମ ରେ ବସିଛି । K ,S ର ତୁରନ୍ତ ଡାହାଣ ରେ ଏବଂ M ର ତୁରନ୍ତ ବାମ ରେ ବସିଛି । ଯଦି D ଏବଂ K ତାଙ୍କର ସ୍ଥାନ ପରିବର୍ତ୍ତନ କରନ୍ତି, ତେବେ D ର ତୁରନ୍ତ ଡାହାଣ ରେ କିଏ ବସିବ ?
1
R
2
M
3
P
4
S