ଏକ ବ୍ୟବସାୟ ରେ, M, N ରୁ  20,000 ଟଙ୍କା ଅଧିକ ନିବେଶ କରେ । ଯଦି M ଏବଂ  N ଯଥାକ୍ରମେ  8 ମାସ ଏବଂ ଏକ ବର୍ଷ ପାଇଁ ନିବେଶ କରିଛି ତଥା ଉଭୟ ଙ୍କ ଅର୍ଜିତ ଲାଭ ସମାନ ଅଟେ, ତେବେ M ଦ୍ଵାରା କରାଯାଇଥିବା ନିବେଶ କେତେ ହେବ ?

1
60,000 ଟଙ୍କା 
2
40,000 ଟଙ୍କା 
3
45,000 ଟଙ୍କା 
4
55,000 ଟଙ୍କା 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation