ସେହି ବିକଳ୍ପ ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡିକ ସେଟ୍ ରେ ସମାନ ସମ୍ପର୍କ ଅଂଶୀଦାର କରନ୍ତି ଯେପରି କି ଦିଆଯାଇଥିବା ସେଟ୍ ରେ ଥିବା ସଂଖ୍ୟାଗୁଡିକ ଦ୍ୱାରା ଅଂଶୀଦାର ହୋଇଛି। (ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ସମଗ୍ର ସଂଖ୍ୟାଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13-ଅପରେସନ୍ ଯେପରିକି ଯୋଡିବା / ହ୍ରାସ କରିବା / ଗୁଣ କରିବା ଇତ୍ୟାଦି । 13 ପର୍ଯ୍ୟନ୍ତ ସମ୍ପାଦନ କରାଯାଇପାରିବ। ୧୩କୁ ୧ ଓ ୩ରେ ବିଭକ୍ତ କରି ୧ ଓ ୩ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ନାହିଁ)
(9, 15, 21)
(31, 37, 43)
1
(32, 38, 43)
2
(45, 51, 56)
3
(65, 71, 77)
4
(23, 28, 39)