ଆଠ ଜଣ ବନ୍ଧୁ, A, B, C, D, E, F, G ଏବଂ H ଏକ ସରଳ ରେଖାରେ ବସିଛନ୍ତି। ସମସ୍ତେ ଉତ୍ତର ଆଡକୁ ମୁହାଁଇଛନ୍ତି। D ଏବଂ G ମଧ୍ୟରେ F ବସିଛି। H ଏବଂ A ମଧ୍ୟରେ B ବସିଛି । G ର ବାମପାର୍ଶ୍ୱର ତୃତୀୟ ସ୍ଥାନରେ E ଅଛି। ଗୋଟିଏ କୋଣରେ G ବସିଛି | C ର ବାମପାର୍ଶ୍ୱର ତୃତୀୟ ସ୍ଥାନରେ H ଅଛି। A ଏବଂ E ମଧ୍ୟରେ କିଏ ବସିଛି?
1
B
2
H
3
D
4
C