ଟାଉନ୍ M ଟାଉନ୍ A ର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ । ଟାଉନ୍ A ଟାଉନ୍ D ର ପଶ୍ଚିମ ଦିଗରେ ଅଛି । ଟାଉନ୍ C ଟାଉନ୍ D ର ଉତ୍ତରରେ ଅଛି । ଟାଉନ୍ B ଟାଉନ୍ C ର ପଶ୍ଚିମରେ ଅଛି । ଟାଉନ୍ B ଟାଉନ୍ A ର ଉତ୍ତରରେ ଅଛି । ଟାଉନ୍ A ର କେଉଁ ଦିଗରେ ଟାଉନ୍ C ଅଛି ?
1
ପଶ୍ଚିମ
2
ଦକ୍ଷିଣ-ପୂର୍ବ
3
ଉତ୍ତର
4
ଉତ୍ତର-ପୂର୍ବ