ଏକ ପ୍ରଶ୍ନ ଦିଆଯାଇଛି, ଯାହା ପରେ ଦୁଇ କଥନ କ୍ରମାଙ୍କ  (I) ଏବଂ (II) ଦିଆଯାଇଛି । ଆପଣଙ୍କୁ ଏହା ନିର୍ଣ୍ଣୟ ନେବାକୁ ହେବ ଯେ କଥନ ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ ନା ନାହିଁ । 

 ଛଅ ଜଣ ବ୍ୟକ୍ତି  - K, M, N, P, Q ଏବଂ  R ଏକ ବୃତ୍ତାକାର ମେଜ ରେ ଚାରି ପାଖ ରେ କେନ୍ଦ୍ର ଆଡକୁ ମୁହଁ କରିବସିଛି । K ର ନିକଟତମ ଡାହାଣ ରେ କିଏ ବସିଛି ?

(I) K, M ର ବାମ ରୁ ତୃତୀୟ ସ୍ଥାନ ରେ ବସିଛି । K ଏବଂ N ମଧ୍ୟରେ କେବଳ ଏକ ବ୍ୟକ୍ତି ବସିଛି ।R, N ର ନିକଟତମ ବାମ ରେ ବସିଛି । 

(II) K, Q ର ଡାହାଣ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି । K ଏବଂ M ମଧ୍ୟରେ କେବଳ ଦୁଇ ଜଣ ବସିଛନ୍ତି । P, R ର ବାମ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି ।

1
କେବଳ କଥନ  I ରେ  ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲାବେଳେ କଥନ II  ରେ ଦିଆଯାଇଥିବା ସୂଚନା ନୁହେଁ ।  
2
କଥନ I କିମ୍ବା   କଥନ II ରେ ଦିଆଯାଇଥିବା ସୂଚନା କେବଳ  ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ    । 
3
 କଥନ I ଏବଂ  II  ରେ ଦିଆଯାଇଥିବା ସୂଚନା ଏକତ୍ର ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ଅଟେ । 
4
 କେବଳ କଥନ  II ରେ  ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲାବେଳେ କଥନ I  ରେ ଦିଆଯାଇଥିବା ସୂଚନା ନୁହେଁ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation