7 ଟି କମଳା, 5 ଟି ଅମୃତଭଣ୍ଡା, 11 ଟି ସେଓ ଓ 6 ଟି ପିଜୁଳିର ମୋଟ ମୂଲ୍ୟ 120 ଟଙ୍କା ରହିଛି । 4 ଟି କମଳା, 6 ଟି ଅମୃତଭଣ୍ଡା ଓ 5 ଟି ପିଜୁଳିର ମୂଲ୍ୟ 210 ଟଙ୍କା ରହିଛି । ତେବେ 3ଟି କମଳା, 3 ଟି ଅମୃତଭଣ୍ଡା, 3 ଟି ସେଓ ଓ 3 ଟି ପିଜୁଳିର ମୂଲ୍ୟ କେତେ ହେବ ?
1
100 ଟଙ୍କା
2
90 ଟଙ୍କା
3
70 ଟଙ୍କା
4
80 ଟଙ୍କା