ସେହି ସମୂହ ର ଚୟନ କର ଯେଉଁଥିରେ ସଂଖ୍ୟାଗୁଡ଼ିକ ସେହିପରି ଜଡିତ ଯେପରି ଦିଆଯାଇଥିବା ସମୂହ ର ସଂଖ୍ୟାଗୁଡ଼ିକ ଅଟେ ।
(ନୋଟ: ସଂଖ୍ୟାଗୁଡ଼ିକ ଏହାର ଉପାଦାନ ଅଙ୍କ ରେ ନ ଭାଙ୍ଗି, ପୂର୍ଣ୍ଣ ସଂଖ୍ୟା ରେ ଅପରେସନ କରାଯିବା ଉଚିତ । ଉଦାହରଣ 13 - 13 ରେ ଅପରେସନ ଯେପରିକି 13 କୁ ଯୋଡିବା/କମ କରିବା/ଗୁଣନ କରିବା ଆଦି କରାଯାଇ ପାରେ । 13 କୁ 1 ଏବଂ 3 ରେ ଭାଙ୍ଗିବା ଏବଂ ପୁଣି 1 ଏବଂ 3 ରେ ଗାଣିତିକ ପ୍ରକ୍ରିୟା କରିବା ର ଅନୁମତି ନାହିଁ )
(36, 6, 18)
(35, 5, 21)
1
(49, 7, 21)
2
(63,7,98)
3
(100, 5, 40)
4
(76, 13, 5)