200 ମିଟର ଦୂରରୁ ଜଣେ ଚୋରକୁ ଜଣେ ପୁଲିସ କର୍ମଚାରୀ ଦେଖିଥିଲେ। ଚୋର ତାଙ୍କୁ ଦେଖିବା ମାତ୍ରେ ଦୌଡ଼ିବା ଆରମ୍ଭ କରିଦିଏ ଏବଂ ପୁଲିସ କର୍ମଚାରୀ ତାଙ୍କୁ ସଙ୍ଗେ ସଙ୍ଗେ ପିଛା କରନ୍ତି। ଚୋର ଓ ପୁଲିସ ଯଥାକ୍ରମେ ଘଣ୍ଟାପ୍ରତି 10 କିଲୋମିଟର ଓ 11 କିଲୋମିଟର ବେଗରେ ଦୌଡ଼ୁଛନ୍ତି । 6 ମିନିଟ୍ ପୁଲିସ ପିଛା କରିବା ପରେ ସେମାନଙ୍କ ମଧ୍ୟରେ ଦୂରତା (ମି ରେ) କେତେ?
1
75
2
100
3
125
4
150