ଏକ ମିଶ୍ରଣ ରେ କ୍ଷୀର ଏବଂ ପାଣି ର ଅନୁପାତ (ସାନ୍ଧ୍ରତା ଦ୍ଵାରା) 8 : 3 । ଯଦି ସେଥିରେ 3 ଲିଟର ପାଣି ମିଶାଯାଏ, ତେବେ କ୍ଷୀର ଏବଂ ପାଣି ର ନୂତନ ଅନୁପାତ  2 : 1 ହେଇଯାଏ ।  ପ୍ରାରମ୍ଭ ରେ କ୍ଷୀର ଏବଂ ପାଣି ର ମିଶ୍ରଣରେ ଉଭୟ ର ମାତ୍ରା କେତେ  ଥିଲା ?

1
16 ଲିଟର ଏବଂ 6 ଲିଟର  
2
40 ଲିଟର ଏବଂ 15 ଲିଟର  
3
24 ଲିଟର  ଏବଂ 9 ଲିଟର  
4
32 ଲିଟର  ଏବଂ  12  ଲିଟର  

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation