ଏକ ପ୍ରଶ୍ନ ଦିଆଯାଇଛି, ଯାହା ପରେ ଦୁଇ କଥନ କ୍ରମାଙ୍କ (I) ଏବଂ (II) ଦିଆଯାଇଛି । ଆପଣଙ୍କୁ ଏହା ନିର୍ଣ୍ଣୟ ନେବାକୁ ହେବ ଯେ କଥନ ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ଅଟେ ନା ନାହିଁ ।
ଛଅ ଜଣ ବ୍ୟକ୍ତି - K, M, N, P, Q ଏବଂ R ଏକ ବୃତ୍ତାକାର ମେଜ ର ଚାରି ପାଖ ରେ କେନ୍ଦ୍ର ଆଡକୁ ମୁହଁ କରି ବସିଛନ୍ତି । P ର ବାମ ରୁ ଦ୍ଵିତୀୟ ସ୍ଥାନ ରେ କିଏ ବସିଛି ?
(I) K, P ର ନିକଟ ତମ ବାମ ରେ ବସିଛି । P ଏବଂ Q ମଧ୍ୟରେ କେବଳ ଦୁଇ ଜଣ ବ୍ୟକ୍ତି ବସିଛନ୍ତି । R, M ର ଡାହାଣ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି ।
(II) N ଏବଂ M ମଧ୍ୟରେ କେବଳ ଦୁଇ ଜଣ ବ୍ୟକ୍ତି ବସିଛନ୍ତି । Q, M ର ନିକଟତମ ପଡୋଶୀ ଅଟେ । Q ଏବଂ K ମଧ୍ୟରେ କେବଳ ଜଣେ ବ୍ୟକ୍ତି ବସିଛି ।
1
କେବଳ କଥନ II ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲାବେଳେ କଥନ I ରେ ଦିଆଯାଇଥିବା ସୂଚନା ନୁହେଁ ।
2
କେବଳ କଥନ I ରେ ଦିଆଯାଇଥିବା ସୂଚନା ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ହେଲାବେଳେ କଥନ II ରେ ଦିଆଯାଇଥିବା ସୂଚନା ନୁହେଁ ।
3
କଥନ I ଏବଂ କଥନ II ରେ ଦିଆଯାଇଥିବା ସୂଚନା ଏକତ୍ର ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ନୁହେଁ ।
4
କଥନ I ଏବଂ II ରେ ଦିଆଯାଇଥିବା ସୂଚନା ଏକତ୍ର ପ୍ରଶ୍ନ ର ଉତ୍ତର ଦେବା ପାଇଁ ପର୍ଯ୍ୟାପ୍ତ ଅଟେ ।