ଅରୁଣ ସାର୍ଟ ପିଛା 175 ଟଙ୍କାରେ 3ଟି ସାର୍ଟ ଏବଂ ଟ୍ରାଉଜର ପିଛା 250 ଟଙ୍କା ମୂଲ୍ୟରେ 6 ଟି ଟ୍ରାଉଜର କିଣିଥିଲେ। ସମସ୍ତ ପୋଷାକର ହାରାହାରି ମୂଲ୍ୟ କେତେ?
1
235 ଟଙ୍କା
2
240 ଟଙ୍କା
3
225 ଟଙ୍କା
4
220 ଟଙ୍କା