ପ୍ରଶ୍ନ ଏବଂ ଦୁଇଟି ବିବୃତ୍ତି ଦିଆଯାଇଛି। ପ୍ରଦତ୍ତ ପ୍ରଶ୍ନର ଉତ୍ତର ଦେବାକୁ କେଉଁ ବିବୃତ୍ତି/ ବିବୃତ୍ତି ଗୁଡିକ ଆବଶ୍ୟକ /ଯଥେଷ୍ଟ।
ପ୍ରଶ୍ନ: A, B, C, D, ଏବଂ E ମଧ୍ୟରୁ କେଉଁଟି ସବୁଠାରୁ ହାଲୁକା?
ବିବୃତ୍ତି:
I. C B ଏବଂ E ଠାରୁ ଭାରୀ କିନ୍ତୁ D ଠାରୁ ହାଲୁକା।
II D ସବୁଠାରୁ ଭାରୀ ନୁହେଁ।
1
ପ୍ରଶ୍ନର ଉତ୍ତର ଦେବାକୁ କେବଳ ବିବୃତ୍ତି l ଯଥେଷ୍ଟ।
2
ପ୍ରଶ୍ନର ଉତ୍ତର ଦେବା ପାଇଁ କେବଳ ବିବୃତ୍ତି ll ଯଥେଷ୍ଟ
3
ତଥ୍ୟ ପର୍ଯ୍ୟାପ୍ତ ନୁହେଁ
4
ପ୍ରଶ୍ନର ଉତ୍ତର ଦେବା ପାଇଁ ଉଭୟ ବିବୃତ୍ତି l କିମ୍ବା କେବଳ ll ବିବୃତ୍ତି ଯଥେଷ୍ଟ