ଆଠ ଜଣ ମିତ୍ର A, L, O, E, K, S, T ଏବଂ  M ଏକ ବୃତ୍ତ ର ଚାରି ପାଖ ରେ କେନ୍ଦ୍ର ଆଡ଼କୁ ମୁହଁ କରି ବସିଛନ୍ତି ।  A, O ର ସାମନା ରେ ବସିଛି ।   K, T ର ସାମନା ରେ ବସିଛି । L, O ର ବାମ ରୁ ଦ୍ଵିତୀୟ ସ୍ଥାନ ରେ ବସିଛି ।  S, L ର ସାମନା ରେ ବସିଛି  । E, O ଏବଂ  L ର ଠିକ ମଧ୍ୟରେ ବସିଛି ।   T, O ଏବଂ S ର ଠିକ ମଧ୍ୟରେ ବସିଛି  । A ଏବଂ S ର ମଝିରେ କିଏ ବସିଛି ?

1
T
2
O
3
M
4
E

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation