ଶୋଭାଙ୍କ ପାଖରେ ମୋଟ 50,000 ଟଙ୍କା ଅଛି। ଏଥିରୁ ସେ 40,000 ଟଙ୍କାରେ ଏକ ସାମଗ୍ରୀ କିଣି ଅନଲାଇନରେ ବିକ୍ରି କରି ସେଥିରୁ 25% ଲାଭ ପାଆନ୍ତି। ବର୍ତ୍ତମାନ ତାଙ୍କ ପାଖରେ ଥିବା ସମସ୍ତ ଟଙ୍କାରେ ସେ ଆଉ ଏକ ସାମଗ୍ରୀ କିଣନ୍ତି ଏବଂ ତାହା ଅନଲାଇନରେ ବିକ୍ରି କରି ସେଥିରୁ 20% ଲାଭ ପାଆନ୍ତି । ଶୋଭାଙ୍କ ପାଖରେ ଏବେ ମୋଟ କେତେ ଟଙ୍କା ଅଛି?

1
. 60,000 ଟଙ୍କା 
2
. 78,000 ଟଙ୍କା
3
. 72,000 ଟଙ୍କା
4
. 75,000 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation