ଶ୍ରୀ ଗୁପ୍ତା ତାଙ୍କ ପୁଅ ଶଶାଙ୍କଠାରୁ 26 ବର୍ଷ ବଡ଼ ।  ଶଶାଙ୍କଙ୍କ ଭଉଣୀ ଗର୍ଗୀ ଶଶାଙ୍କଠାରୁ 4 ବର୍ଷ ସାନ ।  ଶ୍ରୀ ଗୁପ୍ତାଙ୍କ ବୟସ ଗର୍ଗୀଙ୍କ ବୟସର ଚାରି ଗୁଣ ଅଟେ । ତେବେ ଶଶାଙ୍କର ବୟସ କେତେ?

1
12 ବର୍ଷ
2
14 ବର୍ଷ
3
18 ବର୍ଷ
4
16 ବର୍ଷ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation