ଏକ ପିତ୍ତଳ ରଡ (ତାପୀୟ ପରିବାହିତା 109 J/s m K) ର ପ୍ରସ୍ଥଛେଦ କ୍ଷେତ୍ରଫଳ 0.04 m2 ଏବଂ ଲମ୍ବ 20 ସେମି । ଯଦି ରଡ୍ ର ଦୁଇଟି ପ୍ରାନ୍ତକୁ  200°C ତାପମାତ୍ରା ପାର୍ଥକ୍ୟରେ ରଖାଯାଏ, ତେବେ ରଡ୍ ମାଧ୍ୟମରେ ଉତ୍ତାପ ପ୍ରବାହ ହାର ___ ଅଟେ ।

1
3.42 kJ/s
2
2.32 kJ/s
3
4.36 kJ/s
4
5.80 kJ/s

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation