ଏକ ଗୁଳିଚାଳନା ରେଞ୍ଜରେ, ତିନି ଜଣ ସୁଟର ନିଜ ନିଜ ଲକ୍ଷ୍ୟରେ ଗୁଳି ଚଳାଇଛନ୍ତି । ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସୁଟର ଯଥାକ୍ରମେ ପ୍ରତି 4 ସେକେଣ୍ଡ, 5 ସେକେଣ୍ଡ ଏବଂ 6 ସେକେଣ୍ଡରେ ଥରେ ସେମାନଙ୍କ ଲକ୍ଷ୍ୟକୁ ମାରିଥିଲେ । ଯଦି ସମସ୍ତେ ସକାଳ 10:00 ରେ ଏକାଠି ସେମାନଙ୍କର ଲକ୍ଷ୍ୟକୁ ମାରିଥିଲେ, ତେବେ କେଉଁ ସମୟରେ ସେମାନେ ପୁନର୍ବାର ଏକାଠି ଲକ୍ଷ୍ୟକୁ ମାରିବେ ?
1
ପୂର୍ବାହ୍ନ 10:03
2
ପୂର୍ବାହ୍ନ 10:01
3
ପୂର୍ବାହ୍ନ 10:02
4
ପୂର୍ବାହ୍ନ 10:04