railway RRB Technician Grade 3 Mock Test 2024 Logical Reasoning Data Sufficiency Ordering and Ranking
ନିମ୍ନ ରେ ଦିଆଯାଇଥିବା ପ୍ରଶ୍ନ ରେ ଦୁଇ ବାକ୍ୟ କୁ ନେଇ ଗଠିତ । ସେଥିମଧ୍ୟ ରୁ କେଉଁ ବାକ୍ୟ ଟି ପ୍ରଶ୍ନ ର ଉତ୍ତର ଦେବାପାଇଁ ଯଥେଷ୍ଟ ଆପଣଙ୍କୁ ନିର୍ଣ୍ଣୟ କରିବାକୁ ହେବ । ଉଭୟ ବାକ୍ୟ କୁ ଅଧ୍ୟାନ କରନ୍ତୁ ଏବଂ ଉତ୍ତର ଦିଅନ୍ତୁ ।
ରୂପାଲୀ ଠାରୁ ତାର ଶ୍ରେଣୀ ରେ କେତେ ଜଣ ପୁଅ ସାନ ଅଟନ୍ତି , ଯେତେବେଳେ ରୂପାଲୀ ଶ୍ରେଣୀ ର ପିଲାମାନଙ୍କର ଉଚ୍ଚତା ସାନା ରୁ ବଡ କ୍ରମ ରେ ସ୍ଥାନିତ କରାଯାଏ ?
ବାକ୍ୟ:
I. ସବୁ ପିଲାମାନଙ୍କ ମଧ୍ୟରୁ ରୂପାଲୀ ର ସ୍ଥାନ 15ତମ ଏବଂ ଝିଅମାନଙ୍କ ମଧ୍ୟରୁ 6 ତମ ସ୍ଥାନ ।
II. ଉଚତା ଅନୁସାରେ ନିମ୍ନ ରୁ ଝିଅମାନଙ୍କ ମଧ୍ୟରେ 12 ତମ ସ୍ଥାନ ଏବଂ ସବୁ ପିଲାମାନଙ୍କ ମଧ୍ୟରେ 31ତମ ସ୍ଥାନ ।
1
ବାକ୍ୟ I ର ତଥ୍ୟ ଏକାକୀ ପ୍ରଶ୍ନ ର ଉତ୍ତର ଦେବାପାଇଁ ଯଥେଷ୍ଟ ହେଉଥିବା ବେଳେ ବାକ୍ୟ II ରେ ଥିବା ତଥ୍ୟ ଏକାକୀ ପ୍ରଶ୍ନର ଉତ୍ତର ଦେବାପାଇଁ ଯଥେଷ୍ଟ ନୁହେଁ ।
2
ବାକ୍ୟ II ର ତଥ୍ୟ ଏକାକୀ ପ୍ରଶ୍ନ ର ଉତ୍ତର ଦେବାପାଇଁ ଯଥେଷ୍ଟ ହେଉଥିବା ବେଳେ ବାକ୍ୟ I ରେ ଥିବା ତଥ୍ୟ ଏକାକୀ ପ୍ରଶ୍ନର ଉତ୍ତର ଦେବାପାଇଁ ଯଥେଷ୍ଟ ନୁହେଁ ।
3
ଏକାକୀ ବାକ୍ୟ I ରେ ଥିବା ତଥ୍ୟ କିମ୍ବା ଏକାକୀ ବାକ୍ୟ II ର ତଥ୍ୟ ଉତ୍ତର ଦେବାପାଇଁ ଯଥେଷ୍ଟ ।
4
ଏକାକୀ ବାକ୍ୟ I ରେ ଥିବା ତଥ୍ୟ କିମ୍ବା ଏକାକୀ ବାକ୍ୟ II ର ତଥ୍ୟ ଉତ୍ତର ଦେବାପାଇଁ ଯଥେଷ୍ଟ ନୁହେଁ ।