ଦିଆଯାଇଥିବା ଉକ୍ତି ଏବଂ ସିଦ୍ଧାନ୍ତକୁ ମନ ଦେଇ ପଢ । ବିବୃତ୍ତିରେ ଥିବା ସୂଚନା ସତ୍ୟ ବୋଲି ଅନୁମାନ କରି, ଯଦିଓ ସେମାନେ ସାଧାରଣତଃ ଜଣାଶୁଣା ତଥ୍ୟ ସହିତ ଭିନ୍ନ ମାନେ ହୁଅନ୍ତି , ଉକ୍ତିରୁ କେଉଁ ସିଦ୍ଧାନ୍ତ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ଚୟନ କର ।
ଉକ୍ତି : ତଥ୍ୟ ଦର୍ଶାଏ ଯେ ସ୍ନାତକୋତ୍ତରମାନେ ସ୍ନାତକମାନଙ୍କ ତୁଳନାରେ 20% ଅଧିକ ରୋଜଗାର କରନ୍ତି ।
ସିଦ୍ଧାନ୍ତ:
I. ଯଦି ସମସ୍ତ ସ୍ନାତକମାନେ ସ୍ନାତକୋତ୍ତର ହୁଅନ୍ତି, ତେବେ ସମସ୍ତଙ୍କ ପାଇଁ ହାରାହାରି ପ୍ରାରମ୍ଭିକ ଦରମା 20% ବୃଦ୍ଧି ପାଇବ ।
II ସ୍ନାତକ ଫିସ୍ ସହିତ ଯଦି ସ୍ନାତକୋତ୍ତର ଫିସ୍ ସମାନ ହୁଏ ତେବେ ସମସ୍ତେ ସ୍ନାତକୋତ୍ତର ହୋଇ ପାରିବେ ।
1
କେବଳ ସିଦ୍ଧାନ୍ତ I ଅନୁସରଣ କରେ ।
2
କେବଳ ସିଦ୍ଧାନ୍ତ II ଅନୁସରଣ କରେ |
3
ଉଭୟ ସିଦ୍ଧାନ୍ତ ଅନୁସରଣ କରେ ।
4
କୌଣସି ସିଦ୍ଧାନ୍ତ ଅନୁସରଣ କରେ ନାହିଁ ।