ରାଜା ଏବଂ ରକି ମିଶି 5 ଦିନରେ ପେଣ୍ଟିଙ୍ଗ କାର୍ଯ୍ୟ ଶେଷ କରିପାରିବେ । ଦୁହେଁ ମିଶି ପେଣ୍ଟିଙ୍ଗ କାମ ଆରମ୍ଭ କରନ୍ତି, କିନ୍ତୁ 2 ଦିନ ପରେ ରକି ଅସୁସ୍ଥ ହୋଇ କାମ ଛାଡି ଦିଅନ୍ତି । ଯଦି ରାଜା ଅବଶିଷ୍ଟ ପେଣ୍ଟିଙ୍ଗକୁ 4 ଦିନରେ ଶେଷ କରନ୍ତି, ତେବେ ରକି ଏକାକୀ କେତେ ଦିନରେ ଏହି କାମ କରିପାରିବେ ନିର୍ଣ୍ଣୟ କର ?
1
12 ଦିନ
2
15 ଦିନ
3
20 ଦିନ
4
10 ଦିନ