ମୋହନଙ୍କ ଘର ରାଧାଙ୍କ ଘର ଠାରୁ 400 ମିଟର ଉତ୍ତରରେ ଅବସ୍ଥିତ । ଦୁହେଁ ନିଜ ନିଜ ଘରୁ ଆରମ୍ଭ କରି 100 ମିଟର ଉତ୍ତର ଦିଗକୁ ଚାଲିଯାଇଥିଲେ । ଏହାପରେ ମୋହନ ବାମ ପଟକୁ ମୁହାଁଇ 200 ମିଟର ଚାଲି ପୁଣି ବାମ ପଟକୁ ମୁହାଁଇ 350 ମିଟର ସିଧା ଚାଲି ନିଜ ସ୍କୁଲରେ ପହଞ୍ଚିଥିଲେ । ଏହାପରେ ରାଧା ଡାହାଣ ମୁହାଁଇ 350 ମିଟର ସିଧା ସଳଖ ଚାଲିଲେ ଏବଂ ତା'ପରେ ବାମ ଆଡ଼କୁ ମୁହାଁଇ 50 ମିଟର ଚାଲି ନିଜ ସ୍କୁଲରେ ପହଞ୍ଚିଲେ । ସେମାନଙ୍କ ବିଦ୍ୟାଳୟ ମଧ୍ୟରେ ସବୁଠାରୁ କମ୍ ଦୂରତା କେତେ ନିର୍ଣ୍ଣୟ କର?
1
450 ମିଟର
2
350 ମିଟର
3
550 ମିଟର
4
650 ମିଟର