ତିନୋଟି ଉକ୍ତି ଦିଆଯାଇଛି, ତାକୁ ତିନୋଟି ସିଦ୍ଧାନ୍ତ I,II ଏବଂ III ଅନୁସରଣ କରୁଛି । ଜ୍ଞାତ ଧାରଣା ରୁ ଭିନ୍ନ ହେଉଥିଲେ ମଧ୍ୟ,ସବୁ ଉକ୍ତିଗୁଡ଼ିକୁ ସତ୍ୟ ମାନିବା, ସେହି ସିଦ୍ଧାନ୍ତ ଗୁଡିକ ଉକ୍ତି ଗୁଡ଼ିକୁ ତାର୍କିକ ଭାବେ ଅନୁସରଣ କରୁଛି ନିର୍ଣ୍ଣୟ କରନ୍ତୁ ।
ଦତ୍ତ:
1. ସମସ୍ତ ସାମ୍ପୋ ହେଉଛି ବ୍ରସ ।
2. କିଛି ବ୍ରସ କଣ୍ଡିସନର ଅଟେ ।
3. କୌଣସି କଣ୍ଡିସନର ଟାୱାଲ ନୁହେଁ ।
ସିଦ୍ଧାନ୍ତ:
I. କିଛି ଟାୱାଲ ହେଉଛି କାଣ୍ଡିସନର ।
Il. କୌଣସି ସାମ୍ପୋ ଟାୱାଲ ନୁହେଁ ।
III. କିଛି ବ୍ରସ ହେଉଛି ସାମ୍ପୋ ।
1
କେବଳ ସିଦ୍ଧାନ୍ତ III ଅନୁସରଣ କରୁଛି ।
2
କେବଳ ସିଦ୍ଧାନ୍ତ II ଏବଂ III ଅନୁସରଣ କରୁଛି ।
3
କେବଳ ସିଦ୍ଧାନ୍ତ I ଏବଂ II ଅନୁସରଣ କରୁଛି ।
4
କେବଳ ସିଦ୍ଧାନ୍ତ I ଅନୁସରଣ କରୁଛି ।