ଦିଆଯାଇଥିବା ଯୁକ୍ତିକୁ ବିଚାର କର ଏବଂ ଦିଆଯାଇଥିବା ଅନୁମାନଗୁଡ଼ିକ ମଧ୍ୟରୁ କେଉଁଟି ଅନ୍ତର୍ନିହିତ ତାହା ସ୍ଥିର କର । 

ଯୁକ୍ତି:

ସହରରେ ଜଳ ସଙ୍କଟ ହେତୁ କର୍ତ୍ତୃପକ୍ଷ ସମସ୍ତ ନାଗରିକଙ୍କୁ ସେମାନଙ୍କର ଜଳ ବ୍ୟବହାର 25% ହ୍ରାସ କରିବାକୁ କହିଥିଲେ।

ଅନୁମାନ:

1. ଅନେକ ନାଗରିକ ସେମାନଙ୍କର ଜଳ ବ୍ୟବହାର ହ୍ରାସ କରିପାରନ୍ତି ।

2. ଅନେକ କାର୍ଯ୍ୟକର୍ତ୍ତା କର୍ତ୍ତୃପକ୍ଷଙ୍କର ଏହି ପରାମର୍ଶକୁ ବିରୋଧ କରିପାରନ୍ତି ।

1
 1 କିମ୍ବା 2 କୌଣସିଟି ଅନ୍ତର୍ନିହିତ ନୁହେଁ । 
2
 କେବଳ ଅନୁମାନ 1 ଅନ୍ତର୍ନିହିତ ଅଟେ । 
3
 କେବଳ ଅନୁମାନ 2  ଅନ୍ତର୍ନିହିତ ଅଟେ । 
4
ଉଭୟ 1  ଏବଂ  2  ଅନ୍ତର୍ନିହିତ ଅଟେ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation