ନିମ୍ନ ରେ ଦିଆଯାଇଥିବା ଉକ୍ତି କୁ ପଢନ୍ତୁ ଏବଂ ତାର୍କିକ ରୂପରେ ସଠିକ ସିଦ୍ଧାନ୍ତ କୁ ଚୟନ କରନ୍ତୁ । 

ଉକ୍ତି:

ଏହି ସ୍କେଲ ସ୍ବଚ୍ଛ ଅଟେ । 

ସିଦ୍ଧାନ୍ତ:

I. ଏହି ସ୍କେଲ ଟି କାଚ ରେ ତିଆରି ହେଇଛି । 

II. ଏହି ସ୍କେଲ ପ୍ଲାଷ୍ଟିକ ରେ ତିଆରି ହେଇଛି । 

1
କେବଳ II ଅନୁସରଣ କରୁଛି । 
2
ଉଭୟ I ଏବଂ II ଅନୁସରଣ କରୁଛି । 
3
କେବଳ I ଅନୁସରଣ କରୁଛି । 
4
I କିମ୍ବା II ଅନୁସରଣ କରୁନାହିଁ । 

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation