A ଏବଂ B ଗୋଟିଏ କାର୍ଯ୍ୟ କୁ ଯଥାକ୍ରମେ 10 ଦିନ ଏବଂ 15 ଦିନ ରେ ପୂର୍ଣ୍ଣ କରି ପାରନ୍ତି । B କାମ ଆରମ୍ଭ କରିଲା ଏବଂ 5 ଦିନ ପରେ A କାର୍ଯ୍ୟ ରେ ଯୋଗ ଦେଲା । ଯଦି ଉଭୟ ମୋଟ 60 ଟଙ୍କା ରୋଜଗାର କରନ୍ତି, ତେବେ ତାଙ୍କର ପ୍ରତ୍ୟେକ ଙ୍କ ର ଅଂଶ କେତେ ?
1
24 ଟଙ୍କା, 36 ଟଙ୍କା
2
30 ଟଙ୍କା, 30 ଟଙ୍କା
3
20 ଟଙ୍କା, 40 ଟଙ୍କା
4
25 ଟଙ୍କା, 35 ଟଙ୍କା