ଦିଆଯାଇଥିବା ସୂଚନା କୁ ପଢା ଏବଂ ଆବଶ୍ୟକ କାର୍ଯ୍ୟ କର । 

NEET ପରୀକ୍ଷା NEET ପରୀକ୍ଷା ପାଇଁ ଉପସ୍ଥିତ ହେବାପାଇଁ ନିମ୍ନଲିଖିତ ମାନଦଣ୍ଡ କୁ ପୂରଣ କରିବା କୁ ହେବ । 

1. ପ୍ରାର୍ଥୀ ଙ୍କୁ 12 ଶ୍ରେଣୀ ରେ ଜୈବିକ, ଭୌତିକ ଏବଂ ରସାୟନ କ୍ଷେତ୍ର ରେ ସର୍ବନିମ୍ନ 50% ଅଙ୍କ ରେ ଉତ୍ତୀର୍ଣ୍ଣ ହେବା ଆବଶ୍ୟକ । 

 2. 31-03-2018 କୁ ପ୍ରାର୍ଥୀଙ୍କୁ 17 ବର୍ଷ ପୁରା ହେଇଥିବ । 

3. 12 ଶ୍ରେଣୀ ରେ ପ୍ରାର୍ଥୀ ଜୈବିକ, ଭୌତିକ ଏବଂ ରସାୟନ ଶାସ୍ତ୍ର ବିଷୟ ଥିବା ଆବଶ୍ୟକ । 

ପ୍ରାର୍ଥୀ 1: ରାମା ର ଜନ୍ମ ତାରିଖ 14-05-2001, ଗଣିତ, ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ ଏବଂ ଜୈବିକ ବିଜ୍ଞାନ ରେ ସେ 40% ମାର୍କ ପାଇଛି । 

ପ୍ରାର୍ଥୀ 2 :ଶ୍ଯାମ ର ଜନ୍ମ ତାରିଖ 16-08-2000, ଜୈବିକ ବିଜ୍ଞାନ, ଭୌତିକ ବିଜ୍ଞାନଏବଂ ରସାୟନ ବିଜ୍ଞାନ ରେ 60% ମାର୍କ ଅଛି । 

NEET ପରୀକ୍ଷା ରେ ବସିବା ପାଇଁ କିଏ ଯୋଗ୍ୟ ଅଟେ ?

1
କେବଳ ପ୍ରାର୍ଥୀ 2 ଯୋଗ୍ୟ । 
2
ଉଭୟ ପ୍ରାର୍ଥୀ 1 ଏବଂ ପ୍ରାର୍ଥୀ 2 ଯୋଗ୍ୟ । 
3
ପ୍ରାର୍ଥୀ 1 କିମ୍ବା ପ୍ରାର୍ଥୀ 2 ଯୋଗ୍ୟ ନୁହନ୍ତି । 
4
କେବଳ ପ୍ରାର୍ଥୀ 1  ଯୋଗ୍ୟ ।

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation