railway RPF Constable Mock Test Series 2024 Quantitative Aptitude Mixture Problems To Make a Mixture from Two or More Things
ଜଣେ ଦୋକାନୀ 5.1 କିଲୋଗ୍ରାମ ବାଦାମ, 1900 ଗ୍ରାମ କିସମିସ୍, 2.6 କିଲୋଗ୍ରାମ କାଜୁ ବାଦାମ ମିଶାଇ ଏହି ମିଶ୍ରଣକୁ 4 ଡଜନ ପ୍ୟାକେଟରେ ସମାନ ଭାବରେ ପ୍ୟାକ୍ କରିଥିଲେ। ପ୍ରତ୍ୟେକ ପ୍ୟାକେଟ୍ ର ଓଜନ (ଗ୍ରାମରେ) କେତେ?
1
200
2
225
3
250
4
150