ନିମ୍ନ ଲିଖିତ ପ୍ରଶ୍ନରେ କିଛି ବିବୃତ୍ତି ଦିଆଯାଇଛି ଏବଂ ଏହା ପରେ କିଛି ସିଦ୍ଧାନ୍ତ ଦିଆଯାଇଛି । ଦିଆଯାଇଥିବା ବିବୃତ୍ତିଗୁଡ଼ିକ ସାଧାରଣତଃ ଜଣାଶୁଣା ତଥ୍ୟଠାରୁ ଭିନ୍ନ ମନେ ହେଉଥିଲେ ମଧ୍ୟ ତାହାକୁ ସତ ବୋଲି ଗ୍ରହଣ କରନ୍ତୁ। ସିଦ୍ଧାନ୍ତ ପଢନ୍ତୁ ଏବଂ ତା'ପରେ ନିର୍ଦ୍ଧାରିତ ନିଷ୍ପତି ମଧ୍ୟରୁ କେଉଁଟି ଦିଆଯାଇଥିବା ବିବୃତ୍ତିକୁ ଯୁକ୍ତିଯୁକ୍ତ ଭାବରେ ଅନୁସରଣ କରେ ତାହା ସ୍ଥିର କରନ୍ତୁ ।
ବିବୃତ୍ତି:
I. ସବୁ ହଳଦିଆ ରଙ୍ଗ ଲାଲ ରଙ୍ଗର ହୋଇଥାଏ ।
II. କିଛି ହଳଦିଆ ଧଳା ରଙ୍ଗର ହୋଇଥାଏ ।
ସିଦ୍ଧାନ୍ତ:
I. ସମସ୍ତ ଲାଲ ଧଳା ଅଟେ
II. କିଛି ଧଳା ହଳଦିଆ ରଙ୍ଗର ହୋଇଥାଏ ।
III. କିଛି ଲାଲ ହଳଦିଆ ରଙ୍ଗର ହୋଇଥାଏ ।
1
କେବଳ ସିଦ୍ଧାନ୍ତ (II) ଅନୁସରଣ କରାଯାଏ ।
2
କେବଳ ସିଦ୍ଧାନ୍ତ (I) ଅନୁସରଣ କରାଯାଏ ।
3
କେବଳ ସିଦ୍ଧାନ୍ତ (II) ଏବଂ (III) ଅନୁସରଣ କରାଯାଏ ।
4
କୌଣସି ସିଦ୍ଧାନ୍ତ ଅନୁସରଣ କରାଯାଏ ନାହିଁ ।