ଜଣେ ବ୍ୟକ୍ତି ଦୁଇଟି ପ୍ଲଟକୁ ପ୍ରତ୍ଯେକ 10,00,000 ଟଙ୍କାରେ ବିକ୍ରି କରିଛନ୍ତି। ଗୋଟିଏରେ ସେ 12% ଲାଭ ପାଇଥିବା ବେଳେ ଅନ୍ୟପଟେ 12% କ୍ଷତି ପାଉଛନ୍ତି । ତେବେ ଏହି କାରବାରରେ ତାଙ୍କର କେତେ ପ୍ରତିଶତ ଲାଭ କିମ୍ବା କ୍ଷତି ହୋଇଛି ।
1
2.25% ଲାଭ
2
1% କ୍ଷତି
3
1.44% କ୍ଷତି
4
2% ଲାଭ