ସିଲିଣ୍ଡର ଆକୃତିର ଗୋଟିଏ ଚାଳକର ଦୈର୍ଘ୍ୟ ଏବଂ ଅନୁପ୍ରସ୍ଥ  ଯଥାକ୍ରମେ 'l' ଏବଂ 'A' । ଚାଳକର ସାମଗ୍ରୀର ପ୍ରତିରୋଧକତା ହେଉଛି 'ρ'। ଏହାର ପ୍ରତିରୋଧ କାହା ଉପରେ ନିର୍ଭର କରେ?

p)କେବଳ l 

q) l ଏବଂ A

r) ρ, l ଏବଂ A

s) ρ ଏବଂ  l, କିନ୍ତୁ A ନୁହେଁ 

ଉପରୋକ୍ତମାନଙ୍କଠାରୁ ସଠିକ୍ ବିକଳ୍ପ ବାଛନ୍ତୁ।

1
p)
2
r)
3
s)
4
q)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation