ନିମ୍ନ ରେ ଦିଆଯାଇଥିବା ରେଖା ଚିତ୍ର 8 ବିଭିନ୍ନ କମ୍ପାନୀ ଦ୍ଵାରା କାର ତଥା ବାଇକ ଉତ୍ପାଦନ କୁ ଦର୍ଶାଏ ।
T1 = ସମସ୍ତ କମ୍ପାନୀ ଦ୍ଵାରା ନିର୍ମିତ ମୋଟ ବାଇକ ତଥା ମୋଟ କାର ମଧ୍ୟରେ ପାର୍ଥକ୍ୟ
T2 = କମ୍ପାନୀ P ଦ୍ଵାରା ବାଇକ ତଥା କାର ଉତ୍ପାଦନ ର ହାରାହାରି
T2/T1 ର ମାନ କଣ ଅଟେ ?
1
20
2
25
3
5
4
15