ଯେଉଁ ସେଟରେ ସଙ୍ଖ୍ୟାଗୁଡ଼ିକ ସମ୍ପର୍କ ଅଛି ସେହି ସେଟକୁ ନିମ୍ନରେ ଦିଆୟାଇଥିବା ସେଟରେ ସଙ୍ଖ୍ୟାଗୁଡ଼ିକ ଭଳି ବାଛନ୍ତୁ।
(ନୋଟ୍) : ସଙ୍ଖ୍ୟକକୁ ଏହାର ଉପାଦାନ ସଙ୍ଖ୍ୟାରେ ଭାଙ୍ଗି ନଦେଇ, ସମ୍ପୂର୍ଣ୍ଣ ସଙ୍ଖ୍ୟାରେ କାର୍ୟ୍ୟ ସମ୍ପାଦନ କରିବା ଉଚିତ। ଯେମିତି 13ରେ - 13ରେ ଯୋଗ କରିବା/ବିୟୋଗ କରିବା/ଗୁଣନ କରିବା ଇତ୍ୟାଦି ଅପରେସନ୍ କରାୟାଇପାରେ। 13କୁ 1 ଓ 3ରେ ଭାଙ୍ଗିବା ଏବଂ ତା'ପରେ 1 ଓ 3ରେ ଗାଣିତିକ କାର୍ୟ୍ୟ ସମ୍ପାଦନ କରିବା ଅନୁମତି ନାହିଁ)
(40, 175, 15)
(30, 133, 11)
1
(29, 110, 13)
2
(25, 91, 12)
3
(17, 45, 10)
4
(25, 108, 10)