railway RPF Constable Mock Test Series 2024 Logical Reasoning Seating Arrangement Linear Arrangement
A, B, C, D, E, F ଏବଂ G ସାତ ଜଣ ବ୍ୟକ୍ତି ଏକ ସିଧା ଧାଡି ରେ ଉତ୍ତର କୁ ମୁଖ କରି ବସିଛନ୍ତି । A ବାମ ରୁ ଦ୍ଵିତୀୟ ରେ ବସିଛି । A ଏବଂ C ମଧ୍ୟରେ ଦୁଇ ଜଣ ବ୍ୟକ୍ତି ବସିଛନ୍ତି । D ଏବଂ F ମଧ୍ୟରେ ତିନି ଜଣ ବ୍ୟକ୍ତି ବସିଛନ୍ତି ଏବଂ D, A ର ତୁରନ୍ତ ପଡୋଶୀ ଅଟେ । B, D ର ତୁରନ୍ତ ପଡୋଶୀ ଅଟେ ଏବଂ E, C ର ତୁରନ୍ତ ପଡୋଶୀ ନୁହେଁ । ତେବେ ସବୁଠାରୁ ଅନ୍ତିମ ଡାହାଣ ରେ କିଏ ବସିଛି ?
1
D
2
E
3
G
4
F