ସେହି ସେଟ୍ ଚୟନ କରନ୍ତୁ ଯେଉଁଥିରେ ସଂଖ୍ୟାଗୁଡିକ ନିମ୍ନଲିଖିତ ସେଟ୍ ର ସଂଖ୍ୟା ଗୁଡିକ ପରି ସମାନ ଭାବରେ ସମ୍ବନ୍ଧିତ ଅଟେ।

(ଟିପ୍ପଣୀ: ସଂଖ୍ୟାଗୁଡ଼ିକୁ ତା'ର ସାଂଗଠନିକ ଅଙ୍କରେ ବିଭକ୍ତ ନକରି ପୂର୍ଣ୍ଣ ସଂଖ୍ୟା ଉପରେ ଅପରେସନ୍ କରାଯିବା ଉଚିତ୍ । ଉଦାହରଣ ସ୍ୱରୂପ 13 - 13 ରେ ଅପରେସନ ଯଥା ଯୋଗ/ବିୟୋଗ/ଗୁଣନ କରିବା ଇତ୍ୟାଦି କରାଯାଇପାରିବ । 13 କୁ 1 ଓ 3 ରେ ବିଭକ୍ତ କରି 1 ଓ 3 ରେ ଗାଣିତିକ ଅପରେସନ୍ କରିବାକୁ ଅନୁମତି ଦିଆଯାଇନାହିଁ) । 

(264, 43, 19)

(132, 27, 15)

1
(331, 50, 29)
2
(240, 59, 39)
3
(176, 39, 23)
4
(151, 63, 52)

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation