ଏକ ଗୋଲାକାର ଟ୍ରାକରେ 3 ଜଣ ଦୌଡ଼ାଳୀ ଦୌଡ଼ୁଥିବା ବେଳେ ସେମାନେ ଯଥାକ୍ରମେ 20, 30 ଓ 35 ମିନିଟରେ ଗୋଟିଏ ରାଉଣ୍ଡ ଶେଷ କରିଥାନ୍ତି । ତେବେ ପରବର୍ତ୍ତୀ ସମୟରେ ସେମାନେ ପ୍ରାରମ୍ଭିକ ସ୍ଥାନରେ କେତେବେଳେ ଭେଟିବେ?
1
3 ଘଣ୍ଟା 30 ମିନିଟ୍ ପରେ
2
4 ଘଣ୍ଟା 30 ମିନିଟ୍ ପରେ
3
3 ଘଣ୍ଟା ପରେ
4
7 ଘଣ୍ଟା ପରେ