ଜଣେ ମହିଳା  5 ଟଙ୍କା କ୍ରୟ ମୂଲ୍ୟର 40 କିଲୋଗ୍ରାମ ଚିନି ସହିତ କେଜି ପିଛା 6 ଟଙ୍କା କ୍ରୟ ମୂଲ୍ୟର 50 କିଲୋଗ୍ରାମ ଚିନି ମିଶ୍ରଣ କରନ୍ତି ଏବଂ ଏହି ମିଶ୍ରଣକୁ କିଲୋଗ୍ରାମ ପିଛା 6.40 ଟଙ୍କାରେ ବିକ୍ରି କରନ୍ତି। ତେବେ, ତା’ଙ୍କର ଲାଭ ପ୍ରତିଶତ କେତେ ନିର୍ଣ୍ଣୟ କର?

1
77/5%
2
76/5%
3
15%
4
10%

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation