10 ଜଣଙ୍କ ମଧ୍ୟରୁ 9 ଜଣ ନିଜ ଜଳଖିଆରେ ପ୍ରତ୍ୟେକ 15 ଟଙ୍କା ଖର୍ଚ୍ଚ କରିଥିଲେ | ଦଶମ ବ୍ୟକ୍ତି ସମସ୍ତଙ୍କ ହାରାହାରି ଖର୍ଚ୍ଚଠାରୁ 9 ଟଙ୍କା ଅଧିକ ଖର୍ଚ୍ଚ କଲେ | ଏମାନଙ୍କ ଦ୍ୱାରା ଖର୍ଚ୍ଚ ହୋଇଥିବା ସମୁଦାୟ  ରାଶି କେତେ :

1
144 ଟଙ୍କା 
2
135 ଟଙ୍କା 
3
10 ଟଙ୍କା 
4
 160 ଟଙ୍କା

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation