railway RPF Constable Mock Test Series 2024 Quantitative Aptitude Trigonometry Heights and Distances
ଗୋଟିଏ ପ୍ଲାଟଫର୍ମ ର ଶୀର୍ଷ ରୁ, ଟାୱାର ର ଉନ୍ନୟନ କୋଣ 30°ଅଟେ । ଟାୱାର 45 ମିଟର ଉଚ୍ଚତା ବିଅଶିଷ୍ଟ ଅଟେ ଏବଂ ପ୍ଲାଟଫର୍ମ ତଥା ଟାୱାର ମଧ୍ୟରେ ଭୂ ସମାନ୍ତର ଦୂରତା 40√3 ମିଟର ଅଟେ । ପ୍ଲାଟଫର୍ମ ର ଉଚ୍ଚତା କେତେ ?
1
45√3 ମି
2
5 ମି
3
40 ମି
4
20√3 ମି