103 କିମି/ଘଣ୍ଟା ର ବେଗ ରେ ଚାଲୁଥିବା 525 ମିଟର ଲମ୍ବା ଏକ ଟ୍ରେନ, 73 କିମି/ଘଣ୍ଟା ର ବେଗ ରେ ସମାନ ଦିଗ ରେ ଚାଲୁଥିବା 425 ମିଟର ଲମ୍ବ ଦ୍ଵିତୀୟ ଟ୍ରେନ କୁ ଅତିକ୍ରମ କରେ । ଧିମା ଟ୍ରେନ କୁ ଅତିକ୍ରମ କରିବା ପାଇଁ ଦ୍ରୁତ ଟ୍ରେନ ଦ୍ଵାରା ନିଆଯାଇଥିବା ସମୟ ବାହାର କର । (ସେକେଣ୍ଡ ରେ)
1
118
2
116
3
120
4
114