railway RPF Constable Mock Test Series 2024 Quantitative Aptitude Speed Time and Distance Average Speed
ଗୋଟିଏ କାର୍ ସିଧାସଳଖ ରାସ୍ତାରେ \(\frac{1}{3}\) ଦୂରତା ଘଣ୍ଟାପ୍ରତି 10 କିଲୋମିଟର ବେଗରେ, ପରବର୍ତ୍ତୀ \(\frac{1}{3}\) ଦୂରତା ରାସ୍ତାରେ ଘଣ୍ଟାପ୍ରତି 20 କିଲୋମିଟର ବେଗରେ ଏବଂ ଶେଷରେ \(\frac{1}{3}\)ଦୂରତା ଘଣ୍ଟାପ୍ରତି 60 କିଲୋମିଟର ବେଗରେ ଯାତ୍ରା କରିଥାଏ । କାର୍ ର ହାରାହାରି ବେଗ ନିର୍ଦ୍ଧାରଣ କର ।
1
18 କିମି/ଘଣ୍ଟା
2
12 କିମି/ଘଣ୍ଟା
3
15 କିମି/ଘଣ୍ଟା
4
10 କିମି/ଘଣ୍ଟା