ଜଣେ ବ୍ୟକ୍ତି 60 ଟଙ୍କାରେ ପ୍ରତି ଡଜନ ରେ  କିଛି ଅଣ୍ଡା କିଣିଥିଲେ  ଏବଂ ସମାନ ସଂଖ୍ୟକ ଅଣ୍ଡାକୁ  50 ଟଙ୍କା ଡଜନ ରେ କିଣିଥିଲେ ।   ଯଦି ସେ ଏହି ସମସ୍ତ ଅଣ୍ଡାକୁ 70  ଟଙ୍କାରେ  ଡଜନ ବିକ୍ରି କରିବା ପରେ 930 ଟଙ୍କା ଲାଭ କରିଥିଲେ । ତାଙ୍କ ଦ୍ଵାରା କିଣାଯାଇଥିବା ଅଣ୍ଡା ର ମୋଟ ସଂଖ୍ୟା କେତେ ଥିଲା ? 

1
54 ଡଜନ
2
48 ଡଜନ
3
62 ଡଜନ
4
70 ଡଜନ

Sponsored

hivanix.in

Visit

This quiz is brought to you by hivanix.in

🌐 Web App Development

Quick Navigation