ଆପଣଙ୍କୁ ଏକ ପ୍ରଶ୍ନ ଏବଂ ଦୁଇଟି ଉକ୍ତି ଦିଆଯାଇଛି । ସେହି ଉକ୍ତିଗୁଡିକ ରୁ କେଉଁ ଉକ୍ତି ପ୍ରଶ୍ନ ର ଉତ୍ତର ଦେବାପାଇଁ ପର୍ଯ୍ୟାପ୍ତ ବାଛନ୍ତୁ ।
ପ୍ରଶ୍ନ:
X ର କେତେ ପୁଅ ଅଛନ୍ତି ?
ଉକ୍ତି:
1. Y ଏବଂ Z,W ର ଭାଇ ଅଟନ୍ତି ।
2. Z ର ମା, W ର ବାପାଙ୍କର ସ୍ତ୍ରୀ ଅଟେ ।
1
କେବଳ 1 ପର୍ଯ୍ୟାପ୍ତ ହେଲାବେଳେ କେବଳ 2 ପର୍ଯ୍ୟାପ୍ତ ନୁହେଁ ।
2
କେବଳ 1 କିମ୍ବା କେବଳ 2 ପର୍ଯ୍ୟାପ୍ତ ନୁହନ୍ତି ।
3
ଉଭୟ 1 ଏବଂ 2 ପର୍ଯ୍ୟାପ୍ତ ।
4
କେବଳ 2 ପର୍ଯ୍ୟାପ୍ତ ହେଲାବେଳେ କେବଳ 1 ପର୍ଯ୍ୟାପ୍ତ ନୁହେଁ ।