ଏକ ଦଳର 7 ଜଣ ବ୍ୟକ୍ତି ଟେଷ୍ଟ ମ୍ୟାଚରେ ଭିନ୍ନ ରନ୍ ସ୍କୋର କରିଥିଲେ । ଆଲିଆ ଦିୟାଙ୍କଠାରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି ଏବଂ ଏମିଲିଙ୍କଠାରୁ କମ୍ ସ୍କୋର କରିଛନ୍ତି। କୌଣସି ଖେଳାଳି ହିତେଶଙ୍କଠାରୁ ଅଧିକ ସ୍କୋର କରିନାହାଁନ୍ତି। ଦ୍ୱିତୀୟ ସର୍ବାଧିକ ସ୍କୋରର ଫାତିମା 64 ରନ୍ ସଂଗ୍ରହ କରିଛନ୍ତି। କେବଳ ଜଣେ ବ୍ୟକ୍ତିଙ୍କ ଅପେକ୍ଷା ଇରଫାନ୍ ଅଧିକ ରନ୍ ସ୍କୋର କରିଛନ୍ତି। ଆଲିଆ 58 ରନ୍ କରିଛନ୍ତି। ଚାରୁ ସମସ୍ତଙ୍କ ମଧ୍ୟରେ ସର୍ବନିମ୍ନ ସ୍କୋରର । ଏମିଲିଙ୍କ ଦ୍ୱାରା ସମ୍ଭାବ୍ୟ ରନ୍ କ’ଣ ହୋଇପାରେ?
1
61
2
75
3
65
4
70